Loading...

ଆଜିଠୁ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ଖୋଲିଲା ସମସ୍ତ ବ୍ଯାଙ୍କ

ଆଜିଠୁ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ଖୋଲିଲା ସମସ୍ତ ବ୍ଯାଙ୍କ

ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଏବେ ବ୍ୟାଙ୍କ ଗ୍ରାହକମାନେ ନିଜର ବ୍ୟାଙ୍କ କାମ ତୁଟାଇବାକୁ ଆହୁରି ଅଧିକ ୧ ଘଂଟା ସମୟ ପାଇବେ ।