Loading...

୬୯ ବର୍ଷ ବୟସରେ ସଙ୍ଗୀତଜ୍ଞ ବାପି ଲେହେରିଙ୍କ ପରଲୋକ

୬୯ ବର୍ଷ ବୟସରେ ସଙ୍ଗୀତଜ୍ଞ ବାପି ଲେହେରିଙ୍କ ପରଲୋକ

ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ପରଲୋକ । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି ।