Tag : bbsr

‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro
ଆଜି ରାଜଧାନୀରେ ବିଡିଏ ପକ୍ଷରୁ ମୋ ସାଇକେଲ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୦ଟା ୩୦ରେ ଏୟାରପୋର୍ଟ ଛକରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋ ସାଇକେଲ ଆପକୁ ଉଦଘାଟନ କରିଛନ୍ତି

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ENO Beuro
ହକି ବିଶ୍ୱକପକୁ ରହିଲା ଆଉ ମାତ୍ର ୯ ଦିନ । ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୋଭା ପାଇବ ଏକାମ୍ର ପ୍ଲାଜା, ପୁରୁଣା ଭୁବନେଶ୍ବରର ଦ୍ବାରଦେଶରେ ନିର୍ମିତ ହେଉଛି

ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ

ENO Beuro
ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ହେଲା ୱାଇଫାଇ ସିଟି । ଦୀର୍ଘଦିନର ଏହି ସ୍ଵପ୍ନ ପୁରା ହୋଇଛି। ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ ସୁବିଧା ମିଳିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro
ନୂଆପଲ୍ଲି ଥାନା ପାଇକନଗର ୪୮ ନମ୍ବର ୱାର୍ଡ ଜଳେଶ୍ଵର କଲୋନୀରେ ଡ୍ରେନ ଖୋଳା ଚାଲିଥିବା ବେଳେ ଏକ କାନ୍ଥ ଭୁଶୁଡି ପଡିଥିଲା। ଏଥିରେ ଜଣେ ମହିଳା ସମେତ ତିନିଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ

ENO Beuro
ବାଲେଶ୍ୱର ଜିଲ୍ଲା ରାଇବଣିଆରେ ଏକ ବସ୍ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନାଅନୁସାରେ,‘କ୍ଷୀରଚୋରା’ ନାମକ ସେ ଘରୋଇ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗର ଖଡ଼ିକା

ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

ENO Beuro
ଶେଷ ହେଲା ମା ଦୂର୍ଗାପୂଜା। ଏବେ ମେଲାଣିର ବେଳା। ମାଆ ଦୁର୍ଗାଙ୍କ ଆଜି ଭଷାଣ ଉତ୍ସବ। ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ରାଜଧାନୀରେ ୩ଟି ସ୍ଥାନରେ ଭସାଣ ଉତ୍ସବ ପାଳନ ହେବ ।

ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ENO Beuro
ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ କିଏ ଏହା ଜଣାପଡିନାହିଁ। ଯୁବତୀଙ୍କୁ

ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ENO Beuro
କିଶୋରୀ ସଶକ୍ତୀକରଣ ,ଦକ୍ଷତା ବିକାଶ ପାଇଁ ମିଳିଲା ଜୟପୁରରେ ଅନୁଷ୍ଠିତ ସ୍ମାର୍ଟସିଟି ଏକ୍‌ସପୋ ଇଣ୍ଡିଆ-୨୦୧୮ରେ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର ଜିତିଛି ଭୁବନେଶ୍ୱର। ସୋସିଆଲି ସ୍ମାର୍ଟ ପ୍ରୋଗ୍ରାମକୁ ନେଇ ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ

ବିମାନବନ୍ଦରରୁ ପୁଣି ୨୧ଲକ୍ଷର ସୁନା ଜବତ

ENO Beuro
ପୁଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଜବତ ହେଲା ସୁନା । ସୁନାର ଓଜନ ପ୍ରାୟ ୬୯୦ ଗ୍ରାମ ଯାହାର ମୂଲ୍ୟ ପ୍ରାୟ ୨୧ ଲକ୍ଷରୁ ଅଧିକ । ଜବତ ସୁନା କ୍ୱାଲାଲାମପୁରରୁ ଆସିଥିବା

ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

ENO Beuro
ପୁରୀ- ଭୁବନେଶ୍ୱର ଘରୋଇ ବସ ମାଲିକ ସଂଘ ମଧ୍ୟରେ ବିବାଦ ଦୀର୍ଘଦିନ ଧରି ଚାଲିଥିବାବେଳେ ଆଜି ଏହା ଉଗ୍ରରୂପ ନେଇଛି । ଦୁଇ ସଂଘ ମଧ୍ୟରେ ସମୟ ନିର୍ଘଣ୍ଟ ବିବାଦରୁ ଆଜି ଭୁବନେଶ୍ୱର ଓ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More