Tag : bcci now national sports association

SPORTS

ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ୍ ଟେଷ୍ଟ କରିପାରିବ ‘ନାଡା’

Ratnamani Moharana
ବର୍ଷ ବର୍ଷ ଧରି ନାଡ଼ା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନସି) ଅଧୀନକୁ ଆସିବାକୁ ମନା କରୁଥିବା ବିସିସିଆଇ ଶେଷରେ ରାଜି ହୋଇଛି। ଏହା ଦ୍ବାରା କ୍ରିକେଟର୍‌ମାନଙ୍କର ଡୋପ୍ ଟେଷ୍ଟ୍ ‘ନାଡ଼ା’ କରିବା ନିଶ୍ଚିତ ହୋଇଛି।