Tag : bcci suspeds yusuf for 5 months

SPORTS

୫ ମାସ ଲାଗି କ୍ରିକେଟରୁ ନିଲମ୍ବିତ ହେଲେ ୟୁସୁଫ ପଠାନ

ENO Beuro
ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଔଷଧ ସେବନ କରିଥିବା କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ୫ ମାସ ଲାଗି