Tag : beauty benefit

LIFESTYLE

ତ୍ୱଚାକୁ ଉଜ୍ଜଳ କରିବା ସହିତ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ “ବରଫ” , ଆସନ୍ତୁ ଜାଣିବା ଏହାର କିଛି ଫାଇଦା ବିଷୟରେ

ENO Beuro
ବରଫର ବ୍ୟବହାର ଘରେ ହେଉ କିମ୍ବା ବାହାରେ ଅନେକ କାମରେ ଆମେ କରିଥାଉ  । ଶରୀରର କୌଣସି ସ୍ଥାନରେ ଆଘାତ ପାଇ ଫୁଲି ଯାଇଥିଲେ ବରଫ ବ୍ୟବହାର କରାଯାଏ । ଯାହା ଦ୍ୱାରା ଆମକୁ ଆରାମ ମିଳିଥାଏ