ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।
ଖରାଦିନେ ଦହିଭାତ ଖାଇବାର ମଜା କିଛି ଅଲଗା ଥାଏ। ଅଧିକାଂଶ ଲୋକ ଦହି ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ଜାଣିରଖନ୍ତୁ ଦହିଭାତ ଖାଇବା ଶରୀରପାଇଁ ବେଶ ଲାଭଦାୟକ। ଭାତରେ ଅନେକ ଭିଟାମିନ୍ସ ରହିଛି ଯଥା