LIFESTYLE

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

ENO Beuro
ଆମେ ସମସ୍ତେ ଗୋଲାପକୁ ପ୍ରେମର ପ୍ରତୀକ କହିଥାଉ। କିନ୍ତୁ ଗୋଲାପ ଅନେକ ଔଷଧୀୟ ଗୁଣ ଭରପୁର ରହିଥାଏ। ତେବେ ଗୋଲାପର ପାଖୁଡା ଓ ଏହି ପାଖୁଡାର ପେଷ୍ଟରେ ରହିଛି କେତେକ ରୋଗସହ ଲଢିବାର କ୍ଷମତା।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More