Tag Archives: Benefits of brajasana

Archives

  • ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

    ମହିଳା ମାନଙ୍କୁ ଫିଟ ଓ ସୁସ୍ଥ ରଖିବାରେ ବ୍ରଜାସନ ଗୁରୁତ୍ଵପୂର୍ଣ । ଏହି ଆସନ କଲେ ମଣିଷର ଶରୀର ବ୍ରଜ ପରି ଦୃଢ ହେଉ ଥିବାରୁ ଏହାର ନାମ ବ୍ରଜାସନ ଦିଆ ହୋଇଛି । ଏହା ବ୍ରଜ ନାଡି ଉପରେ ପ୍ରଭାବ ପକାଏ ।ତେଣୁ ପ୍ରତିଦିନ ସକାଳେ ବ୍ରଜାସନ କରନ୍ତୁ । ବ୍ରଜାସନର  ଗୁରୁତ୍ଵପୂର୍ଣ ନିୟମ ପ୍ରଥମେ ଆସନ ଉପରେ ଆଣ୍ଠୁମାଡି ବସିବାକୁ ହେବ । ଦୁଇଗୋଡ ଆଣ୍ଠୁ ପାଖରୁ ପଛ ...