Tag Archives: Benefits of curd

Archives

  • ଦହି ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

    ଦହିରେ ରହିଛି ଅନେକ ଫାଇଦା । ଅନେକ ଲୋକ ଦହି ଖାଇଥାଆନ୍ତି ।  ଦହି ଖାଇବା ଦ୍ଵାରା ଆମ ଶରୀର ସୁସ୍ଥ ମଧ୍ୟ ରହିଥାଏ । ଚାଲନ୍ତୁ ଜାଣିବା ଦହି ସେବନ କଲେ କ’ଣ ସବୁ ଲାଭ ମିଳିବ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ । ଦହିର ଉପକାରିତା :- ଦହିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ମହିଳାଙ୍କ ଭାଜିନାଲ ...
  • ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

    ମୁହଁର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ଦହି ଦହି କେବଳ ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଦହି ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଆଜି ଜାଣନ୍ତୁ ଦହିର କିଛି ଉପକାରୀ ଗୁଣ ସଂପର୍କରେ ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ...