Tag Archives: Benefits of rice

Archives

  • ଚର୍ମରୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିଥାଏ ଚାଉଳ

    ଚାଉଳର ଉପକାରିତା ଛତିଶଗଡରେ ମିଳୁଥିବା ଏହି ତିନୋଟି କିସମର ଚାଉଳ ନିୟମିତ ଖାଇଲେ କ୍ୟାନସର ରୋଗର ନିରାକରଣ ହୋଇ ପାରିବ । ଏହି ୩ଟି କିସମର ଚାଉଳ ହେଲା ମହାରାଜି , ଲାଇଛା ଓ ଗଠବାନ । ଖାଲି କ୍ୟାନସର ନୁହଁ ଚର୍ମରୋଗ ଓ ଆଣ୍ଠୁଗଣ୍ଠି ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ । ଏକ ଗବେଷଣାରୁ ଜଣାପଡିଛି କି ଚାଉଳରେ ଏହି ୩ଟି କିସମରେ ଫୁସଫୁସ ,ସ୍ତନ କର୍କଟର ...