ବାସ୍ତୁଜାଣନ୍ତୁ ଶଙ୍ଖ ବଜାଇବାର ପୌରାଣିକ ମହତ୍ୱRatnamani MaharanaMarch 4, 2020 by Ratnamani MaharanaMarch 4, 20201351 ହିନ୍ଦୁ ପୂଜା ପଦ୍ଧତି ରେ ଶଙ୍ଖ ବଜାଇବାର ବିଧି ରହିଛି । ଶଙ୍ଖର ଧ୍ୱନି ଶୁଭତାର ପ୍ରତିକ ହୋଇଥାଏ । ଭଗବାନ ବିଷ୍ଣୁ ତାଙ୍କ ହସ୍ତରେ ଶଙ୍ଖ ଧାରଣ କରିଛନ୍ତି । ବ୍ରହ୍ମବ୍ୟବର୍ତ୍ତ ପୁରାଣ...