Tag Archives: Benefits of sugar cane

Archives

  • କେଉଁ ସବୁ ରୋଗରୁ ରକ୍ଷା କରେ ଆଖୁରସ ଜାଣନ୍ତୁ ?

    ଏବେ ଚାଲିଛି ଖରାଦିନ । ତାତିରୁ ରକ୍ଷା ପାଇଁ କିଏ କେତେ ପ୍ରକାର ପାନୀୟ ଓ ଫଳ ରସ ପିଉଛନ୍ତି । ଏହି ସମୟରେ କାକୁଡ଼ି, ତରଭୁଜ ଏବଂ ପଇଡ଼ ଆଦି ଫଳ ଗୁଡ଼ିକରେ ଡିମାଣ୍ଡ କାହିଁରେ କେତେ । ତେବେ ଏସବୁ ଭିତରେ ଆଖୁରସର  ଚାହିଦା ମଧ୍ୟ କିଛି କମ୍‌ ନାହିଁ । ଆଖୁରସ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଶରୀର ପାଇଁ ବି ବେଶ୍‌ ଉପକାରୀ । ଏଥିରେ ଔଷଧୀୟ ଗୁଣ ଭରି […]