ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ
ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱରରେ ଥିବା ଓଡ଼ିଶା-ପଶ୍ଚିବବଙ୍ଗ ସୀମାରେ ପଶ୍ଚିମବଙ୍ଗ ସରକାର ନିଜର ଫଳକ ଲଗାଇ ସୃଷ୍ଟି କରିଥିବା ବିବାଦ ବିରୋଧରେ ଆଜି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି