Tag : benifit of using bundi ladu

VASTU

ଏପରି କରନ୍ତୁ ବୁନ୍ଦି ଲଡ଼ୁର ବ୍ୟବହାର ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି

Ratnamani Moharana
ବୁନ୍ଦି ଲଡ଼ୁ ପୂଜାପାଠରେ ଭୋଗ କରିବା ପାଇଁ ବ୍ୟବହାର କରିବା ସହ ଏହା ଖାଇବାକୁ ମଧ୍ୟ ବହୁ ସ୍ୱାଦିଷ୍ଟ ଲାଗିଥାଏ। ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ।