Tag Archives: Benifits of early welk up morning

Archives

  • ଶୀଘ୍ର ଶୋଇକି ଶୀଘ୍ର ଉଠିବା ଦ୍ଵାରା କି ଉପକାର ମିଳେ ଆସନ୍ତୁ ଜାଣିବା

    ଶୀଘ୍ର ଶୋଇକି ଶୀଘ୍ର ଉଠିବା ଆମ ଦେହ ପାଇଁ ବହୁତ ଭଲ । ସେଥିପାଇଁ ରାତିରେ ୧୦.୩୦ ପୂର୍ବରୁ ଶୋଇବା ଉଚିତ୍‌ । ଫଳରେ ଭୋରୁ ଉଠିହେବ । ସକାଳେ ଓଜନ ସ୍ତର ଅଧିକ ଥାଏ, ଯାହା ଶରୀର ଉପରେ ଭଲ ପ୍ରଭାବ ପକେଇଥାଏ । ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍‌ ନୁହେଁ । ଏହା ଫଳରେ ଲୁଜ୍‌ ମୋସନ୍‌ ମଧ୍ୟ ହୋଇପାରେ । ...