Loading...

ରାଜଧାନୀରେ ଚାଞ୍ଚଲ୍ୟ: ପୋଲ ତଳେ ମଣିଷ ହାଡ଼ର ପାହାଡ଼

ରାଜଧାନୀରେ ଚାଞ୍ଚଲ୍ୟ: ପୋଲ ତଳେ ମଣିଷ ହାଡ଼ର ପାହାଡ଼

ବୁଧବାର ଦୟାୱେଷ୍ଟ୍‌ କେନାଲ ପଟିଆ-ଇଞ୍ଜଣା ବ୍ରିଜ୍‌ ନିକଟ ହଠାତ୍ ଲୋକାରଣ୍ୟ ହୋଇପଡ଼ିଥିଲା। ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଗଦା ହୋଇ ରହିଥିଲା ମାଳମାଳ ମଣିଷ ଖପୁରି।

ରାଜଧାନୀରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ରାଜଧାନୀରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜରେ ୪ ଛାତ୍ର ନିଖୋଜ । ଦୀର୍ଘ ଦୁଇଦିନ ଧରି ଏହି ଇଞ୍ଜିନିୟରିଂ ଛାତ୍ରମାନେ ନିଖୋଜ ପରେ ପରିବାର ଲୋକଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି ।

ଆଜିଠୁ ଭୁବନେଶ୍ୱରର ରାସ୍ତାରେ ବସିବ ହାଟ

ଆଜିଠୁ ଭୁବନେଶ୍ୱରର ରାସ୍ତାରେ ବସିବ ହାଟ

ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି । ଭୁବନେଶ୍ୱରରେ ଥିବା ହାଟର ଭିଡକମାଇବା ପାଇଁ ପୁଣି ଥରେ ହାଟ ଓ ବଜାରକୁ ବିକେନ୍ଦ୍ରୀକରଣ କରିଛି ବିଏମସି ।

୩ ଦିନ ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

୩ ଦିନ ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେଲା ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା ।