ଭୁବନେଶ୍ୱର ବାଲିଯାତ୍ରା : ଆଇନଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ନେଇ ଡିସିପିଙ୍କ ଆଲୋଚନା
ଦୁଇ ବର୍ଷ ପରେ ଦୟାନଦୀ ପଠାରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବ। ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୩୦୦ରୁ ଊର୍ଦ୍ଧ୍ବ ଷ୍ଟଲ୍ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
Loading...