Tag Archives: bhumika as paro

Archives

  • ସାମ୍ନାକୁ କୁ ଆସିଲା “ଦେବଦାସ”ର ଫାଷ୍ଟ ପୋଷ୍ଟର, ଚର୍ଚ୍ଚାରେ ଓଲିଉଡର ପାରୋ !

    ଚର୍ଚ୍ଚାରେ ଭୁମିକାଙ୍କ ‘ପାରୋ’ ଲୁକ ବଲିଉଡ ଫିଲ୍ମ ‘ଦେବଦାସ’ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେଉଛି ପରିଅଡ୍ ଡ୍ରାମା ଫିଲ୍ମ । ଯାହାର ଟାଇଟଲ୍ ରହିଛି ‘ନାୟକର ନାଁ ଦେବଦାସ’ । ଏହି ଅପକମିଂ ସିନେମାର ଫାଷ୍ଟ ପୋଷ୍ଟର୍ ଏବେ ରିଲିଜ୍ ହୋଇଛି। ଏହି ସିନେମାରେ ଦେବଦାସ ଭୂମିକାରେ ନଜର ଆସିବେ ଅଭିନେତା ଅସିତ, ପାରୋ ଚରିତ୍ରରେ ଭୂମିକା ଏବଂ ଚନ୍ଦ୍ରମୂଖୀ ଭାବେ ...