Tag : biofuel flight

News

ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

ENO Beuro
ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି। ସ୍ପାଇସ୍‌ ଜେଟ୍‌ର ଏହି ବିମାନ ଡେରାଡୁନ୍‌ରୁ ଦିଲ୍ଲୀ ଉଡ଼ାଣ କରିଛି। ଏହି ୭୨ ସିଟ୍‌ ବିଶିଷ୍ଟ ବିମାନରେ ଖାଦ୍ୟରେ ବ୍ୟବହୃତ