Loading...

ନୋବେଲ ଶାନ୍ତି ବିଜେତା ଦକ୍ଷିଣ ଆଫ୍ରିକୀୟ ଆର୍କ ବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ

ନୋବେଲ ଶାନ୍ତି ବିଜେତା ଦକ୍ଷିଣ ଆଫ୍ରିକୀୟ ଆର୍କ ବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ

ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟବାଦ ଆନ୍ଦୋଳନର ଅନ୍ୟତମ ନେତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କ ପରଲୋକ ହୋଇଛି। ରାଷ୍ଟ୍ରପତି ସିରିଲ ରାମଫୋସା ରବିବାର ଟ୍ୱିଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି।