ନ୍ୟୁଜ୍ ଗାନ୍ଧୀ ଜୟନ୍ତୀରୁ ୨ ମାସିଆ ଜନସମ୍ପର୍କ ପଦଯାତ୍ରା କରିବ ବିଜେଡ଼ି 27 Sep, 2023 15 mins read 91 views ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ‘ଜନସମ୍ପର୍କ ପଦଯାତ୍ରା’ ପାଳନ କରିବ।
ନ୍ୟୁଜ୍ ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି 04 Feb, 2023 12 mins read 201 views ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି ।
ନ୍ୟୁଜ୍ ମତଦାନ କେନ୍ଦ୍ର ନିକଟରେ ବୁଲିଲା ବିଜେଡି ପ୍ରଚାର ଗାଡ଼ି 03 Nov, 2022 12 mins read 309 views ଆଜି ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବିଭିନ୍ନ ବୁଥ୍ ବାହାରେ ଭୋଟରଙ୍କ ଲମ୍ବା ଲାଇନ୍ ଲାଗିଛି।
ନ୍ୟୁଜ୍ ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେବ ବିଜେଡ଼ି 12 Oct, 2022 5 mins read 468 views ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି ।