Loading...

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ‘ଗଣବିକ୍ଷୋଭ’ ଓ କଂଗ୍ରେସର ‘ତୁଳସୀ ଯାତ୍ରା’

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ‘ଗଣବିକ୍ଷୋଭ’ ଓ କଂଗ୍ରେସର ‘ତୁଳସୀ ଯାତ୍ରା’

ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଶାସକ ଦଳ ବିରୋଧରେ ଅଭିଯୋଗର ତାଲିକା ତିଆରି କରି ଏହା ପାଇଁ ରଣ ପ୍ରସ୍ତୁତ କରିସାରିଲେଣି। ଏଥିପାଇଁ ବିଜେପି ନଭେମ୍ବର ୧୪ରୁ ୧୮ ସମସ୍ତ ବ୍ଲକ ଆଗରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛି । ବିଜେପି ଓ କଂଗ୍ରେସର ଅଭିଯୋଗର ତାଲିକା ଗୁଡିକ ନିମ୍ନରେ ପ୍ରଦାନ କରାଗଲା….….…

ଭାଇରାଲ ହେଉଛି ମୋଦୀ ଓ ରାହୁଲଙ୍କ ପୋଷ୍ଟର୍‌ ବିବାଦ

ଭାଇରାଲ ହେଉଛି ମୋଦୀ ଓ ରାହୁଲଙ୍କ ପୋଷ୍ଟର୍‌ ବିବାଦ

ରାହୁଲ୍‌ ଗାନ୍ଧୀଙ୍କୁ ‘ନୂଆ ଯୁଗର ରାବଣ’ ଭାବେ ଚିତ୍ରିତ କରି ‘ବିଜେପି’ ‘ଏକ୍ସ୍‌’ରେ ପୋଷ୍ଟର୍‌ ପୋଷ୍ଟ୍‌ କରିବା ପରେ କଂଗ୍ରେସ ପାର୍ଟି ଓ ‘ବିଜେପି’ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।

ମହିଳା ସଂରକ୍ଷଣ ବିଲକୁ ମିଳୁଛି କଂଗ୍ରେସର ଖୋଲା ସମର୍ଥନ

ମହିଳା ସଂରକ୍ଷଣ ବିଲକୁ ମିଳୁଛି କଂଗ୍ରେସର ଖୋଲା ସମର୍ଥନ

ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ଜାରି ରହିଥିବାବେଳେ ମହିଳା ସଂରକ୍ଷଣ ବିଲକୁ ମିଳୁଛି କଂଗ୍ରେସର ଖୋଲା ସମର୍ଥନ।

ବିଜେପିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ବିଜେପିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।ସଂସଦୀୟ କାର୍ଯ୍ୟମନ୍ତ୍ରୀ ପହ୍ଲାଦ ଜୋଶୀ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି ।

୨୦୧୯-୨୦ରେ ସବୁଠୁ ଅଧିକ ଧନୀ ଦଳ ବିଜେପି

୨୦୧୯-୨୦ରେ ସବୁଠୁ ଅଧିକ ଧନୀ ଦଳ ବିଜେପି

ADR ରିପୋର୍ଟରେ କୁହାଯାଇଛି ଯେ ସାତୋଟି ଜାତୀୟ ଦଳ ମଧ୍ୟରେ ସର୍ବାଧିକ ସମ୍ପତ୍ତି ବିଜେପି, ବିଏସପି ୬୯୮.୩୩ କୋଟି ଯାହାକି ୯.୯୯ ଏବଂ କଂଗ୍ରେସ ୫୮୮.୧୬ କୋଟି ଯାହାକି ୮.୪୨ ପ୍ରତିଶତ ରହିଛି ।

ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

ବାବୁଲ ବିଜେପି ଛାଡ଼ିବା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଦଳର ନିର୍ଦ୍ଦେଶକ୍ରମେ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ସେ ଫେସବୁକରେ ସୂଚନା ଦେଇଥିଲେ।