News

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ENO Beuro
ଆଉ ଏକ ବିଜେପି କର୍ମୀଙ୍କୁ ହତ୍ୟା ପଶ୍ଚିମବଙ୍ଗ ପୁରୁଲିଆ ଜିଲା ଦାଭା ଗାଁରେ ଜଣେ ୩୦ ବର୍ଷ ବୟସ ଯୁବକ ଦୁଲାଲ କୁମାରଙ୍କ ମୃତଦେହ ଇଲେକ୍ଟ୍ରିକ୍‌ ଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More