Loading...

କେଶ ଓ ତ୍ୱଚା ପାଇଁ ବରଦାନ କଳା ଲୁଣ

କେଶ ଓ ତ୍ୱଚା ପାଇଁ ବରଦାନ କଳା ଲୁଣ

ଅନେକ ଲୋକ କଳାଲୁଣ ଖାଇବାକୁ ପସନ୍ଦ କରନ୍ତି। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କଳାଲୁଣ ତ୍ୱଚାକୁ ସୁନ୍ଦର କରିବା ସହିତ କେଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।