ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଚରମ ଅବହେଳା, ରକ୍ତ ସଂଗ୍ରହ ଗାଡ଼ିରେ ପିକ୍ନିକ୍ ଭୋଜି
ଏବେ ଚାଲଛି ପିକନିକ୍ ଋତୁ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ କରିବା ପାଇଁ ପିକନିକ୍ ଯାଉଛନ୍ତି ଲୋକେ। ଏସବୁ ଭିତରେ କିନ୍ତୁ ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ପିକନିକ୍ ଷ୍ଟାଇଲ।