Loading...

ଟ୍ବିଟର ଭଳି ଏଣିକି ଜି-ମେଲ୍‌ ରେ ବି ମିଳିବ ବ୍ଲୁ ଟିକ୍ ସୁବିଧା

ଟ୍ବିଟର ଭଳି ଏଣିକି ଜି-ମେଲ୍‌ ରେ ବି ମିଳିବ ବ୍ଲୁ ଟିକ୍ ସୁବିଧା

ଲୋକପ୍ରିୟ ଇ-ମେଲ୍‌ ସେବା ଜି-ମେଲ୍‌ ଆଇଡିକୁ ଖୁବ୍‌ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ ମିଳିବ। ଅସଲି ଆକାଉଣ୍ଟ୍‌ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ।

ଏଲନଙ୍କୁ ହାତ ଯୋଡିବା ପରେ ଟ୍ବିଟରରେ ବ୍ଲୁ ଟିକ ଫେରିପାଇଲେ ଅମିତାଭ ବଚନ

ଏଲନଙ୍କୁ ହାତ ଯୋଡିବା ପରେ ଟ୍ବିଟରରେ ବ୍ଲୁ ଟିକ ଫେରିପାଇଲେ ଅମିତାଭ ବଚନ

ହାତ ଯୋଡିବା ପରେ ଏଲନ ମସ୍କଙ୍କ ବଦଳିଲା ମନ। ପଇସା ପାଇଁ ହଟାଇ ଥିବା ବ୍ଲୁ ଟିକକୁ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବ୍ଲୁ ଟିକ ଫେରାଇଦେଇଛନ୍ତି ମସ୍କ।