Loading...

ବାତ୍ୟା ପାଇଁ ରାଜ୍ୟରେ ସମ୍ଭାବ୍ୟ ବର୍ଷା: ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲା ବିଏମସି

ବାତ୍ୟା ପାଇଁ ରାଜ୍ୟରେ ସମ୍ଭାବ୍ୟ ବର୍ଷା: ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲା ବିଏମସି

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି।ପ୍ରଥମାଷ୍ଟମୀ ପାଇଁ ମଙ୍ଗଳବାର ଥିବା ଛୁଟିକୁ ବାତିଲ କରାଯିବା ସହ ଅଧିକାରୀମାନେ ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଥିଲା।

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ଅନୁମତି

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ଅନୁମତି

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ହେବ। ବିଏମ୍‌ସି ଅଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ଏସବୁ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ।

ରାଜଧାନୀରେ ସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ନେବନି  BMC

ରାଜଧାନୀରେ ସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ନେବନି BMC

ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହେଉଥିବା ବିଭିନ୍ନ ସାର୍ବଜନୀନ ପୂଜା ମଣ୍ଡପ ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ଛାଡ଼ କରାଯାଇଛି।

ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି ।

ନୋ ପାର୍କିଂରେ ପାର୍କ କଲେ ଗାଡି ପଙ୍କଚର କରୁଛି ବିଏମସି ଏନଫୋର୍ସମେଣ୍ଟ ଟିମ୍

ନୋ ପାର୍କିଂରେ ପାର୍କ କଲେ ଗାଡି ପଙ୍କଚର କରୁଛି ବିଏମସି ଏନଫୋର୍ସମେଣ୍ଟ ଟିମ୍

ରାଜଧାନୀ ରାଜରାସ୍ତାରୁ ଗାଡି ନହଟାଇଲେ ପଙ୍କଚର କରାଯାଉଛି । ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍ । ହକି ବିଶ୍ୱକପ ପାଇଁ ସମସ୍ତେ ତତ୍ପର ଥିବା ବେଳେ ଅମାନିଆ ଗାଡି ଚାଳକଙ୍କୁ ଶିକ୍ଷା ଦେଉଛି ବିଏମସି ।

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍

ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ୍‍ ପାର୍କିଂ ଫି’ ଆଦାୟକାରୀଙ୍କ ଜୁଲମ୍‍ ବଢ଼ିଯାଇଛି। ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଛି। ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ କିଛି ଲୋକ ଜୋର୍‍ଜବରଦସ୍ତ ପାର୍କିଂ ଫି’ ଆଦାୟ କରୁଥିବାବେଳେ କିଛି ସ୍ଥାନରେ ନିର୍ଦ୍ଧାରିତ ଦର ଅପେକ୍ଷା ଅଧିକ ଟଙ୍କା ଦାବି କରାଯାଉଛି।

ଆଜିଠୁ ଭୁବନେଶ୍ୱରର ରାସ୍ତାରେ ବସିବ ହାଟ

ଆଜିଠୁ ଭୁବନେଶ୍ୱରର ରାସ୍ତାରେ ବସିବ ହାଟ

ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି । ଭୁବନେଶ୍ୱରରେ ଥିବା ହାଟର ଭିଡକମାଇବା ପାଇଁ ପୁଣି ଥରେ ହାଟ ଓ ବଜାରକୁ ବିକେନ୍ଦ୍ରୀକରଣ କରିଛି ବିଏମସି ।