Loading...

ବାତ୍ୟା ପାଇଁ ରାଜ୍ୟରେ ସମ୍ଭାବ୍ୟ ବର୍ଷା: ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲା ବିଏମସି

ବାତ୍ୟା ପାଇଁ ରାଜ୍ୟରେ ସମ୍ଭାବ୍ୟ ବର୍ଷା: ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲା ବିଏମସି

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି।ପ୍ରଥମାଷ୍ଟମୀ ପାଇଁ ମଙ୍ଗଳବାର ଥିବା ଛୁଟିକୁ ବାତିଲ କରାଯିବା ସହ ଅଧିକାରୀମାନେ ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଥିଲା।

ଭୁବନେଶ୍ୱର ମେୟର ପ୍ରାର୍ଥୀ: ରେସରେ ସୁସ୍ମିତା ବାଗଚୀ, ଇତି ସାମନ୍ତ ଓ ସୌମ୍ୟଙ୍କ ଝିଅ ତାନ୍ୟା

ଭୁବନେଶ୍ୱର ମେୟର ପ୍ରାର୍ଥୀ: ରେସରେ ସୁସ୍ମିତା ବାଗଚୀ, ଇତି ସାମନ୍ତ ଓ ସୌମ୍ୟଙ୍କ ଝିଅ ତାନ୍ୟା

ଶାସକ ବିଜେଡିରେ ଯେଉଁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଇତି ସାମନ୍ତଙ୍କ ନାଁ ଆଗରେ ରହିଥିବା ବେଳେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଝିଅ ତାନ୍ୟା ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ହୋଇଥିବା ଜଣାପଡ଼ିଛି ।