• Home
  • boat with 40 student capsizes in maharastra
News

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

Krishna Kumar Manoj
ମହାରାଷ୍ଟ୍ରର ପାଳଘର ଜିଲ୍ଲା ଡହାଣୁ ନିକଟରେ ଶନିବାର ୪୦ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ଯିବାରୁ୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି  ,ତା ସହ ଅନେକ ଜଣ ନିଖୋଜ ଥିବା ଜଣାପଡ଼ିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More