Tag Archives: bomb blast in Afghanistan

Archives

  • ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୨ ମୃତ

    ଆଫଗାନୀସ୍ତାନ କାବୁଲରେ ଏକ ଧର୍ମସଭାରେ ଗତକାଲି ଆତ୍ମଘାତୀ ବିସ୍ପୋରଣ ଘଟିଛି। ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏହି ...