Tag : bomb sent as wedding gift

News

ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ

ENO Beuro
“ବୋମା ଉପହାର” ଘର କାନ୍ଥରୁ ବାସର ଫୁଲ ଝଡିନି। ପାଞ୍ଚଦିନ ତଳେ ଖୁସିରେ ଘର ଉଠୁଥିଲା ପଡୁଥିଲା। ୧୮ ତାରିଖରେ ହୋଇଥିଲା ବାହାଘର। ୨୦ରେ ଭୋଜିଭାତ ବି ସରିଥିଲା। ବାହାରୁ ଆସିଥିବା ଅତିଥିମାନେ ଫେରିଯାଇଥିଲେ।