Tag Archives: Bread gulab jammu recipe

Archives

  • ଆସନ୍ତୁ ଜାଣିବା ବ୍ରେଡରେ କିପରି ପ୍ରସ୍ତୁତ କରିବେ ଗୁଲାବ ଜାମୁନ

    ଆବଶ୍ୟକୀୟ ସାମଗ୍ରୀ:- ବ୍ରେଡ ୮ଟି ଗୁଜୁରାତି ଗୁଣ୍ଡ କାଜୁ ଓ ଖିସମିସ୍ସ ର ମିଶା କ୍ଷୀର ଏକ କପ୍ଚିନି ଏକ କପ୍,ପାଣି ଦୁଇ କପ୍,ଛାଣିବାକୁ ତେଲ । ପ୍ରଥମେ ବ୍ରେଡ ଗୁଡିକର ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ଦିଅନ୍ତୁ । ଏବେ ସେହି ଧଳା ବ୍ରେଡକୁ ନେଇ ହାତରେ ଛିଣ୍ଡାଇ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ସେଥିରେ ସର ମିଶା କ୍ଷୀର ଅଳ୍ପ ଅଳ୍ପ ଦେଇ ...