Loading...

ଋଷ ବିମାନକୁ କବଜା କଲା ବ୍ରିଟେନ୍

ଋଷ ବିମାନକୁ କବଜା କଲା ବ୍ରିଟେନ୍

ୟୁକ୍ରେନ୍ ସହ ଋଷର ଯୁଦ୍ଧ ପରେ ୟୁକେ ଋଷର ବିମାନ ଉପରେ କଟକଣା ଲଗାଇଥିଲା । କିନ୍ତୁ ଧନୀ ଋଷର ନାଗରିକ ଅନ୍ୟ ଦେଶରେ ଚାର୍ଟାଡ୍ ପ୍ଲେନର ପଞ୍ଜିକରଣ କରିଥିବାରୁ ୟୁକେ ପହଞ୍ଚୁଥିଲେ । ଏଭଳି ବିମାନ ବ୍ରିଟେନ୍ ଉପରେ ଉଡ଼ିବା ନେଇ କଟକଣା ଲଗା ଯାଇଥିଲା । ସେଭଳି ବିମାନକୁ ମଧ୍ୟ ଜବତ କରିବ ବୋଲି ବ୍ରିଟେନ୍ ଚେତାବନୀ ଦେଇଥିଲା । ଆଜି ସେହିଭଳି ହୋଇଛି ।