Tag : bus fall inoto vally

News

ଘାଟିରୁ ୫୦୦ଫୁଟ ତଳକୁ ଖସିପଡିଲା ବସ୍ ,୨୩ଯାତ୍ରୀଙ୍କ ମୃତ୍ୟ ଆଶଙ୍କା

ENO Beuro
ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅମ୍ୱେନାଲି ଘାଟିରେ ଆଜି ମଧ୍ୟାହ୍ଣରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ପ୍ରାୟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା