Tag : bus fall

News

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍,୪୦ ମୃତ

ENO Beuro
ତେଲେଙ୍ଗାନାର କୋଣ୍ଡାଗାଟୁରେ ଏକ ବସ୍‌ ଘାଟିରୁ ଖସି ପଡ଼ିବାରୁ ୪୦ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,