Tag Archives: bus price increased

Archives

  • ବଢିଲା ବସ୍ ଭଡ଼ା

    ଆଜିଠାରୁ ରାଜ୍ୟରେ ବସ ଭଡା ବ଼ୃଦ୍ଧି ହୋଇଛି ଏବେ ଡିଜେଲ ଦର ୭୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ବସ ଭଡା ବୃଦ୍ଧି କରାଯାଇଥିବା ରାଜ୍ୟ ବସ ମାଲିକ ସଂଘ ମୁଖପାତ୍ର ଦେବାଶୀଷ ନାୟକ ସୂଚନା ଦେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍‌ରେ ଏକ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ରେ ୨ ପଇସା ବୃଦ୍ଧି କରାଯାଇଛି। ସାଧାରଣ ବସ୍ ଭଡା କିଲୋମିଟର ପିଛା ଭଡ଼ା ୬୭ ପଇସାରୁ ...