ନ୍ୟୁଜ୍ ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟ ସମେତ ୫ ରାଜ୍ୟର ୬ ବିଧାନସଭାରେ ଚାଲିଛି ମତଦାନ 27 Feb, 2023 11 mins read 193 views ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ଗ୍ରହଣ ସହ ଦେଶର ୫ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଚାଲିଛି ମତଦାନ। ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ।