Loading...

କେଜ୍ରିୱାଲଙ୍କ ଘର ନବୀକରଣ ଅନିୟମିତତା ଘଟଣାର ତଦନ୍ତ କରିବ ସିବିଆଇ

କେଜ୍ରିୱାଲଙ୍କ ଘର ନବୀକରଣ ଅନିୟମିତତା ଘଟଣାର ତଦନ୍ତ କରିବ ସିବିଆଇ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ।

ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପରେ ଏମ୍ସରେ ସିବିଆଇ ଟିମ୍

ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପରେ ଏମ୍ସରେ ସିବିଆଇ ଟିମ୍

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି।ଟେଣ୍ଡର ପ୍ରକ୍ରିୟା ନେଇ ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।