News

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ !

Krishna Kumar Manoj
 ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର, ସ୍କୁଲ କୋଡ୍ ଓ ଜନ୍ମ ତାରିଖ ଦେଇ ସେମାନଙ୍କ ରେଜଲ୍ଟ ଦେଖିପାରିବେ ଆଜି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ ତଥା ସିବିଏସ୍‌ଇର ଦଶମ ଶ୍ରେଣୀ ପରୀକ୍ଷାଫଳ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More