Loading...

ଦୀର୍ଘ ୧୪ ଦିନପରେ ଚନ୍ଦ୍ରରେ ପହିଲା ରାତି, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର ପ୍ରଚେଷ୍ଟା

ଦୀର୍ଘ ୧୪ ଦିନପରେ ଚନ୍ଦ୍ରରେ ପହିଲା ରାତି, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର ପ୍ରଚେଷ୍ଟା

ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପାଇଁ ଚନ୍ଦ୍ରରେ ଦୀର୍ଘ ରାତ୍ରି ପହିଛି। ବୁଧବାର ରାତି ପାହିଥିବାବେଳେ ଗୁରୁ କିମ୍ବା ଶୁକ୍ରବାର ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବ।

ଚନ୍ଦ୍ରପୃଷ୍ଠରୁ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରାୟନ-୩, ମାପିଲା ଚନ୍ଦ୍ରର ତାପମାତ୍ରା

ଚନ୍ଦ୍ରପୃଷ୍ଠରୁ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରାୟନ-୩, ମାପିଲା ଚନ୍ଦ୍ରର ତାପମାତ୍ରା

ଆଗେଇ ଚାଲିଛି ୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନ । ଭାରତ ହାସଲ କରୁଛି ଚନ୍ଦ୍ରର ଅଛୁଆଁ ଦକ୍ଷିଣ ମେରୁ ସଂପର୍କିତ ଅନେକ ନୂଆ ନୂଆ ମୂଲ୍ୟବାନ ତଥ୍ୟ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଭିଡିଓ

ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି।ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି ।

ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଟରେ ବୁଲୁଛି "ପ୍ରଜ୍ଞାନ"

ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଟରେ ବୁଲୁଛି "ପ୍ରଜ୍ଞାନ"

ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ ।

ସାରା ବିଶ୍ଵ ନଜରରେ ଭାରତ, ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋକୁ ନାସା ଓ ଇସାର ସମର୍ଥନ

ସାରା ବିଶ୍ଵ ନଜରରେ ଭାରତ, ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋକୁ ନାସା ଓ ଇସାର ସମର୍ଥନ

ଆଜି ବିଶ୍ବ ମଧ୍ୟ ଭାରତର ମୁନ୍‌ ମିଶନର ସଫଳତା କାମନା କରୁଛି । ଏଥିଲାଗି ନାସା ଓ ଇସା ପକ୍ଷରୁ ଇସ୍ରୋ ସହାୟତା ଯୋଗାଯାଉଛି ।ଚନ୍ଦ୍ରପୃଷ୍ଠରେ ଅବତରଣ ପ୍ରକ୍ରିୟା ଜଟିଳ ଥିବାରୁ ଇସ୍ରୋକୁ ଏହି ୨ଟି ସଂସ୍ଥା ସହଯୋଗ କରୁଛି ।

ଆଜି ଭାରତର ସମସ୍ତ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଦେଖିବେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧାପ୍ରସାରଣ

ଆଜି ଭାରତର ସମସ୍ତ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଦେଖିବେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧାପ୍ରସାରଣ

ସେହି ଐତିହାସିକ ମୁହୂର୍ତ୍ତ ଆଉ ମାତ୍ର କେଇ ଘଣ୍ଟା । ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଯେତିକି ନିକଟତର ହେଉଛି ଦେଶବାସୀଙ୍କ ମନରେ ସେତିକି ଉତ୍କଣ୍ଠା ବଢୁଛି ।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିବାବେଳେ ରୁଷ୍ ର ‘Moon Mission’ ଫେଲ

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିବାବେଳେ ରୁଷ୍ ର ‘Moon Mission’ ଫେଲ

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିବାବେଳେ ରୁଷ୍ ର ‘Moon Mission’ ଫେଲ। ଚନ୍ଦ୍ରର ଖୁବ ନିକଟତର ହୋଇ ମଧ୍ୟ ଫେଲ୍ ମାରିଛି ଋଷର ଲୁନା-୨୫ ।