Tag Archives: Chennai super kings win the match 5 wickets

Archives

  • ଆଇପିଏଲ-୧୧ : ଚେନ୍ନାଇ ସୁପରକିଙ୍ଗ୍ସର ରୋମାଞ୍ଚକର ବିଜୟ

    ୫ ଉଇକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗସ୍ ଜାରି ରଖିଛି ବିଜୟ ଅଭିଯାନ । ସାମ ବିଲିଙ୍ଗ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପର କିଙ୍ଗ୍ସ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଛି । କୋଲକାତା ପକ୍ଷରୁ ...