Tag : chess player

SPORTS

ଷ୍ଟାର କନସଲ୍ଟାନ୍ସିର ବେଆଇନ ଅର୍ଥ କାରବାର ମାମଲା:ଚେସ୍ ତାରକା ପଦ୍ମିନୀଙ୍କୁ ୨ ଘଣ୍ଟା ଜେରା

ENO Beuro
ଚେସ ତାରକା ପଦ୍ମିନୀ ରାଉତ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଚିଟଫଣ୍ଡ୍ ସଂସ୍ଥା ଷ୍ଟାର କନସଲଟାନ୍ସି ସହ ପଦ୍ମିନୀଙ୍କ ସମ୍ପର୍କ ନେଇ ଇଡି ଅଧିକରୀମାନେ ତାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।