News

ମଝି ଚିଲିକାରେ ଅଟକିଲା ଡଙ୍ଗା,ବର୍ତ୍ତିଲେ ୬୦ ଯାତ୍ରୀ

ENO Beuro
ମଝି ଚିଲିକାରେ ପୁଣି ଅଟକିଲା ଡଙ୍ଗା । ସାତପଡା ଯାଉଥିବାବେଳେ ଡଙ୍ଗାଟି ଚିଲିକାରେ ଅଟକି ଯାଇଥିଲା। ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ୫୦ ରୁ ୬୦ ଜଣ ଯାତ୍ରୀ ଅଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More