ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ବୁଡି ଯାଇଛି ଜୀବନ
ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ। ବେକରେ ଥିବା ଦାଗ ଶ୍ବାସରୁଦ୍ଧ ଜନିତ ନୁହେଁ । ତାଙ୍କ ଦେହରେ ଥିବା ୬ଟି ଚିହ୍ନ ପାଣିରେ ବୁଡ଼ିଯିବା ବେଳେ କୌଣସି କାରଣରୁ ହୋଇଥାଇପାରେ ବୋଲି ପୋଲିସ କହିଛି ।