Loading...

ସିନେମା ହଲ ମଧ୍ୟକୁ ବାହାର ଖାଦ୍ୟ ଏବଂ ପାନୀୟ ମନା

ସିନେମା ହଲ ମଧ୍ୟକୁ ବାହାର ଖାଦ୍ୟ ଏବଂ ପାନୀୟ ମନା

ସିନେମା ହଲ୍ ଭିତରକୁ ବିନା ଅନୁମତିରେ ନେଇ ହେବନି ଖାଦ୍ୟ ଓ ପାନୀୟ । ଏଥିପାଇଁ ଦର୍ଶକଙ୍କୁ ବାରଣ କରିପାରିବେ ହଲ୍ ମାଲିକ । ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି, ସିନେମା ହଲ୍ ଏକ ଘରୋଇ ସଂପତ୍ତି ।