Loading...

ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ମଙ୍ଗଳବାର ଯାଏ ବନ୍ଦ ରହିବ ୟୁନିଟ୍‌ ୧ ହାଟ

ମଙ୍ଗଳବାର ଯାଏ ବନ୍ଦ ରହିବ ୟୁନିଟ୍‌ ୧ ହାଟ

ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍‌-୧ ହାଟ ବନ୍ଦ ରହିଥିଲା।

ଉଗ୍ର ରୂପ ନେଲା ପୁଞ୍ଜିଭୁତ ଅସନ୍ତୋଷ, ଉଠା ଦୋକାନୀଙ୍କ ଉତ୍ପାତ ଓ ପାର୍କିଂ ବ୍ୟବସ୍ତା ବିରୋଧରେ ବନ୍ଦ ହେଲା ୧ନଂ. ହାଟ

ଉଗ୍ର ରୂପ ନେଲା ପୁଞ୍ଜିଭୁତ ଅସନ୍ତୋଷ, ଉଠା ଦୋକାନୀଙ୍କ ଉତ୍ପାତ ଓ ପାର୍କିଂ ବ୍ୟବସ୍ତା ବିରୋଧରେ ବନ୍ଦ ହେଲା ୧ନଂ. ହାଟ

ଦୀର୍ଘଦିନର ଏହି ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ଅନିର୍ଦିଷ୍ଟକାଳ ପାଇଁ ହାଟ ବନ୍ଦ କରିଛନ୍ତି ବ୍ୟବସାୟୀ।

ସାଇବାବା ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମଇ ୧ରୁ ମନ୍ଦିର ବନ୍ଦ

ସାଇବାବା ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମଇ ୧ରୁ ମନ୍ଦିର ବନ୍ଦ

ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମହାରାଷ୍ଟ୍ର ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିବ ମନ୍ଦିର ଟ୍ରଷ୍ଟ। ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ମିଳିଛି।