News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୨୨ ପଞ୍ଚାୟତକୁ ୧୦୭୭ଟି ପ୍ରକଳ୍ପ

ENO Beuro
୨୮.୯୫ କୋଟି ଟଙ୍କା ମଞ୍ଜୁର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ୍‌ର ୧୨୨ଟି ପଂଚାୟତ ପାଇଁ ୧୦୭୭ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More