Tag : coach

SPORTS

ପରଲୋକରେ ସଚିନଙ୍କ ଗୁରୁ ରମାକାନ୍ତ ଆଚରେକର୍‌

ENO Beuro
ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ପିଲାଦିନର କ୍ରିକେଟ୍‌ ପ୍ରଶିକ୍ଷକ ତଥା ଗୁରୁ ରମାକାନ୍ତ ଆଚ୍ରେକରଙ୍କ ପରଲୋକ ଘଟିଛି। ମୁମ୍ବାଇର ଦାଦରସ୍ଥିତ ନିଜ ଶିବାଜୀ ପାର୍କ ବାସଭବନରେ ବୁଧବାର ଏହି ମହାନ୍‌ କ୍ରିକେଟ୍‌ ଗୁରୁ ଶେଷ