Loading...

ଆସନ୍ତୁ ଜାଣିବା ନଡିଆ ତେଲକୁ ବ୍ୟବହାର କରି କିପରି କରିବେ ରିଙ୍କଲ୍ସ ବା ତ୍ୱଚା କୁଞ୍ଚନ ଦୂର

ଆସନ୍ତୁ ଜାଣିବା ନଡିଆ ତେଲକୁ ବ୍ୟବହାର କରି କିପରି କରିବେ ରିଙ୍କଲ୍ସ ବା ତ୍ୱଚା କୁଞ୍ଚନ ଦୂର

ସାଧାରଣତଃ ବୟସ ବଢ଼ିବା ସହ ଧୀରେ ଧୀରେ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇଥାଏ । ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ତଳ କଳା ପଡିବା, ଚର୍ମ କୁଞ୍ଚନ ବା ରିଙ୍କଲ୍ସ ହେବା ଭଳି ସମସ୍ୟା ଆସିଥାଏ ।